LIBRISTO
LIBROAMANTO
obowiązkowe
Zostań członkiem wspólnoty miłośników książek z całego świata i zyskaj mnóstwo korzyści. Załóż konto bezpłatnie
0
Darmowa dostawa z usługą Inpost oraz Orlen od 299.00 zł
DPD Kurier 12.99 Poczta Polska 18.99 Paczkomat 13.99 InPost Kurier 12.99 Punkt DPD 11.99

Darmowa dostawa dla zamówień powyżej 299,00 zł.

Bruhannalara Abhisara

Język OrijaOrija
Książka Miękka
Książka Bruhannalara Abhisara Sanghamitra Bhanja
Kod Libristo: 50073975
Wydawnictwo BLACK EAGLE BOOKS, listopad 2025
ବୃହନ୍ନଳାର ଅଭିସାର' ସଂକଳନଟି ମୋର ପ୍ରଥମ ଗଳ୍ପ ପୁସ୍ତକ। ମହାଭାରତରେ ଅର୍ଜୁନ ଜଣେ ନାରୀଭାବରେ ସୁସଜ୍ଜିତ ହୋଇ କୌରବମାନ... Cały opis
? points 40 b
Gwarancja
najlepszej
ceny
71.53
Dostępna u dostawcy Wysyłamy za 14-21 dni

Nawet do 30 dni na zwrot


Klienci kupili także


ବୃହନ୍ନଳାର ଅଭିସାର' ସଂକଳନଟି ମୋର ପ୍ରଥମ ଗଳ୍ପ ପୁସ୍ତକ। ମହାଭାରତରେ ଅର୍ଜୁନ ଜଣେ ନାରୀଭାବରେ ସୁସଜ୍ଜିତ ହୋଇ କୌରବମାନଙ୍କଠାରୁ ନିଜକୁ ଲୁକ୍କାୟିତ ରଖିଥିଲେ। ତାଙ୍କ ଭିତରେ ଏକ ନାରୀର ମାନବୀୟ କୋମଳ ଆବେଗ, କଳାତ୍ମକତା, ଇଚ୍ଛା-ଅନିଚ୍ଛା, ହର୍ଷ-ଆନନ୍ଦ, ଅଭିମାନ, ବ୍ୟଥା ଭଳି ପ୍ରକୃତି ତାଙ୍କ ବ୍ୟକ୍ତିତ୍ୱରେ ଫୁଟିଉଠିଥିଲା। ଭୂଲୋକରେ ତାଙ୍କର ଛାୟାରୂପ ଭାବେ ଅନେକ ବୃହନ୍ନଳାଙ୍କୁ ଆମେ ସାକ୍ଷାତ କରୁ ଯେଉଁମାନେ ପରିଚୟ ପାଇଁ ନିଜ ଆତ୍ମା ଓ ସମାଜ ସହିତ ଅହରହ ସାଲିସ୍ କରନ୍ତି।

'ବୃହନ୍ନଳାର ଅଭିସାର' ଏକ ବାସ୍ତବ କାହାଣୀ। ଏହି ସଙ୍କଳନସ୍ଥ ଏମିତି ନିଚ୍ଛକ ଚରିତ୍ରମାନଙ୍କ ଭିତରେ ରହିଛନ୍ତି ମୋହନ, ଧାନୀ, ପିଇସୀ ଅପା, ଘନିଆ, ମୀରା, ସ୍ନିଗ୍ଧା, ଜିନି, ଆଦିତ୍ୟ, ସାୟନ୍ତନ, ଗୁରୁବାରୀ, ଅନସୂୟା, ଠାକୁମା', ବିରାଟ ମିଶ୍ର, ସାବେନୀ, ନେତ, ଶିବାନୀ, ବିନି, ଗଜଲ୍‌, ସୁଜିତା, ସୁଜିତ ଭଳି ଅନେକ ଚରିତ୍ର। ମୋ କଳ୍ପଲୋକରେ ମୁଁ ଗଢ଼ିଛି ଏକ ଅଲୌକିକ-କୁହୁକ ଜଗତ, ଯେଉଁଠି ମୁଁ ସମାଧିର ଅଶ୍ରୁତ ବିଳାପକୁ ଶୁଣିପାରେ, ଯନ୍ତ୍ରମାନବୀର ଦୁଃଖ ଓ ବାମନର ଆତ୍ମାକୁ ମୁଁ ବୁଝିପାରେ। ସେମାନଙ୍କୁ ଲେଖିଲା ଭିତରେ ମୁଁ ନିଭୃତରେ କାନ୍ଦିଛି ବି। ପ୍ରକୃତରେ ଯାହା ବାସ୍ତବ ଜଗତରେ ସମ୍ଭବ ହୁଏନାହିଁ ଏବଂ ସ୍ରଷ୍ଟାଟିଏ ନିଜର ଗୁଡ଼ାଏ ଅବସୋସ ନେଇ କୁହୁଳୁ ଥାଏ, ସେଇଠି ଅନ୍ତତଃପକ୍ଷେ ତା' ପାଇଁ ନିରୁପଦ୍ରବ କଳ୍ପନାର ଭୂଖଣ୍ଡଟିଏ ଥାଏ। ଯେଉଁଠାରେ ତା' ଭାବନାକୁ କେହିହେଲେ ବାଧା ଦେଇପାରିବେ ନାହିଁ। ମୋ ହୃଦୟ ଭିତରେ ଖୁବ୍ ସୁନ୍ଦର ଉଛୁଳା ଭାବଜଗତଟେ ଅଛି। - ସଂଘମିତ୍ରା ଭଞ୍ଜ

Aktorka & Poliglotka
EWA KASP dla
Odtworzyć wideo
Ewa Kasp
Libristo ma największy wybór literatury obcojęzycznej. Dlatego tutaj kupuję swoje książki.

Informacje o książce

Pełna nazwa Bruhannalara Abhisara
Język Orija
Oprawa Książka - Miękka
Data wydania 2025
Liczba stron 192
EAN 9781645607687
ISBN 1645607682
Kod Libristo 50073975
Wydawnictwo BLACK EAGLE BOOKS
Waga 249
Wymiary 140 x 216 x 11
Podaruj tę książkę jeszcze dziś
To łatwe
1 Dodaj książkę do koszyka i wybierz „dostarczyć jako prezent” 2 W odpowiedzi wyślemy Ci bon 3 Książka dotrze na adres obdarowanego

Logowanie

Zaloguj się do swojego konta. Nie masz jeszcze konta Libristo? Utwórz je teraz!

 
obowiązkowe
obowiązkowe

Nie masz konta? Zyskaj korzyści konta Libristo!

Dzięki kontu Libristo będziesz mieć wszystko pod kontrolą.

Utwórz konto Libristo